This browser does not support the video element.
ତାଳଚେର ସଦର: ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷକଙ୍କ ଜମରଡ଼ିହ ଆୟୁସ୍ମାନ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ
Talcher Sadar, Angul | Sep 13, 2025
ପାଳଲହଡା ନିର୍ବାଚନ ମଣ୍ଡଳୀର ପାଳଲହଡା ବ୍ଲକ୍ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜମରଡିହି ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଶନିବାର ଅପରାହ୍ନ ୪ ଘଟିକା ସମୟରେ ଅଚାନକ ପରିଦର୍ଶନରେ ଆସି ରୋଗୀଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ପଚାରି ବୁଝିବା ସହିତ ଡାକ୍ତର ଏବଂ ପ୍ରଶାସନ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ।