Download Now Banner

This browser does not support the video element.

ତରାଶିଙ୍ଗୀ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଞ୍ଜନଗର ଠାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Tarasingi, Ganjam | Oct 21, 2024
ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।ସୋମବାର ଦିନ ୧୨.୩୦ ସମୟରେ ଭଞ୍ଜନଗର ବ୍ଲକ ସଭା ଗୃହରେ ଏନେଇ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ମନ୍ମଥ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଗଂଜାମ ଜିଲାପାଳ ଜିଗଦେଇଥିଲେ । ତହସିଲଦାର ଉମାଶଙ୍କର ବେହେରା,ପୁର୍ତ୍ତବିଭାଗ ଯନ୍ତ୍ରୀ ପ୍ରତାପ ନାୟକ,ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ, ସିଡିପିଓ ଲିଳିମା କୁମାରୀ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Read More News
T & CPrivacy PolicyContact Us