Download Now Banner

This browser does not support the video element.

ଦେବଗଡ: ସୁନାମୁଣ୍ଡା ସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ମହାକାଶ ଉପରେ କଳା ସମ୍ବନ୍ଧିତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ

Debagarh, Debagarh (Deogarh) | Aug 24, 2025
ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଆଜି ଦିନ ୪ ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ସର୍କଲ ଏକଟିଭିଟୀ ଅନ୍ତର୍ଗତ ମହାକାଶ ଉପରେ କଳା ସମ୍ବନ୍ଧିତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳ ରିଜିଅନର ଆଂଚଳିକ କମିଶନର ଲେଖରାଜ ମିନା ଏବଂ ସମ୍ମାନୀତ ଅତିଥି ଭାବେ ସୋନପୁର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏମ୍ ଶ୍ୟାମକୁୱାର, ନବରଙ୍ଗପୁର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି. ପ୍ରହରାଜ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us