Download Now Banner

This browser does not support the video element.

ସିମୁଳିଆ: ଔପଦା ବଜାର ରେ ଥିବା ଦୋକାନ ଘର କୁ ଜବର ଦଖଲ ଉଛେଦ,

Similia, Balasore | Sep 12, 2025
ଔପଦା ବଜାର ରେ ଜବର ଦଖଲ ଉଛେଦ l ଆଜି ଶୁକ୍ରବାର ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ଔପଦା ବଜାର ରେ ଥିବା ଦୋକାନ ଘର କୁ ଜବର ଦଖଲ ଉଛେଦ କରାଯାଇଛି l ଖଇରା ତହସିଲ ର ଅତିରିକ୍ତ ତହସିଲଦାର ଗଦାଧର ସେଠି ଙ୍କ ତତ୍ୱାବଧାନ ରେ ଦୋକାନ ଘର ଗୁଡିକ ଭଙ୍ଗାଯାଇଥିଲା ସୁରକ୍ଷା ଦୃଷ୍ଟି ରୁ ପୋଲିସ ମୃତୟନ ହୋଇଥିଲେ l ଦୀର୍ଘ ଦିନ ଧରି କିଛି ଦୋକାନ ସରକାରୀ ଜାଗା ରେ ଦୋକାନ କରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା l
Read More News
T & CPrivacy PolicyContact Us