Download Now Banner

This browser does not support the video element.

ସୋନପୁର: ଦ୍ୱତୀୟ ଦିବସରେ ଗିଧାପାଲି ଲିଙ୍କ ଫୁଟବଲ ଟୁର୍ନାମେଣ୍ଟ, ଉପଭୋଗ କଲେ ହଜାର ହଜାର ଦର୍ଶକ

Sonapur, Subarnapur (Sonepur) | Sep 28, 2025
ସୂଚନା ଅନୁସାରେ ଗତ ୨ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ଗଧାପାଲି ଭି ଏସ ଏସ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଚତୁର୍ଥ ଲିଙ୍କ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିନରେ ପ୍ରଥମ ମ୍ୟାଚ ବର୍ଲାବହାଲ ଏବଂ ସରର୍ଗାର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ,ବର୍ଲାବହାଲ ଦଳ ୩-୨ ରେ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ମ୍ୟାଚ୍ ଟୁନିଆମୁଣ୍ଡା ଏବଂ ବାଦୀପଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ଟୁନିଆ ମୁଣ୍ଡା ଦଳ ୨-୦ ଗୋଲ୍ ରେ ବିଜୟୀ ହୋଇ ଦ୍ଵିତୀୟ କ୍ୱାଟର ଫାଇନାଲ କୁ ଉତିନ୍ନ ହୋଇଥିଲା।
Read More News
T & CPrivacy PolicyContact Us