This browser does not support the video element.
ମାଲକାନଗିରି: ଚାଲାଣ ନିମନ୍ତେ ଗଚ୍ଛିତ ଥିବା ୧୯୨ କିଲୋ ଗଞ୍ଜେଇ କତାପାଲି ଜଙ୍ଗଲରୁ ଜବତ କଲା ଓରକେଲ ପୋଲିସ
Malkangiri, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଂଜେଇ କୁ ଜବତ କରିଛି ଆଜି ଅପରାହ୍ଣ ୫ଟା ସମୟରେ ମାଲଖାନା କୁ ପଠାଯାଇଥିବା ପୋଲିସ କହିଛି। ମିଳିଥିବା ସୂଚନାନୁଯାୟୀ କତାପାଲି ଜଙ୍ଗଲରେ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ଶୁକ୍ରବାର ମଧ୍ୟାହ୍ନ ସମୟରେ ଖବର ପାଇଥିଲେ। ଏହାପରେ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମନୋହର ସାହୁ ଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା-ବେଜିଂଗୁଡା ମୂଖ୍ୟ ରାସ୍ତାର କତାପାଲି ଗ୍ରାମରେ ଥିବା ଜଙ୍ଗଲ କୁ ଯାଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୯ ଟି ବସ୍ତାରେ ୧୯୨ କିଲୋ ୬୦୦ ଗ୍ରାମ ଗଂଜେଇ ଥ