Download Now Banner

This browser does not support the video element.

ଗୋପାଳପୁର: ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଆକ୍ରମଣ, ଗୋପାଳପୁର ଜଙ୍କସନ୍ ରୁ ୨ ଅଭିଯୁକ୍ତ ଗିରଫ

Gopalpur, Ganjam | Sep 11, 2025
ହୋଇଥିବା ମଦ ଛାଡିଦେବା ପାଇଁ ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟ-୧ ଭିତରେ ପଶି କାର୍ଯ୍ୟରତ ଅଧିକାରୀଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଗୁରୁବାର ଅପରାହ୍ନରେ ୨ ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ମଦ ବ୍ୟବସାୟୀ ନାରାୟଣ ସାହୁ ଓ ତାଙ୍କର ସହଯୋଗୀ ଫେରାର ହୋଇଯାଇଛନ୍ତି।
Read More News
T & CPrivacy PolicyContact Us