Download Now Banner

This browser does not support the video element.

ବୀରମହାରାଜପୁର: ନୁଆପାଲି ଖେଲ ପଡିଆଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଯୋଗଦେଲେ ନଗରପାଲ

Biramaharajpur, Subarnapur (Sonepur) | Aug 30, 2025
ବିନିକା ଥାନା ଅନ୍ତର୍ଗତ ନୁଆପାଲି ଖେଲ ପଡିଆଠାରେ ଆଜି ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଦିବସୀୟ ଏନଏସି ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟେ ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ସ୍ଥାନରୁ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଉଦ୍ଘାଟନୀ ଉତ୍ସବକୁ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଯୋଗଦେଇ ଉଦ୍ଘାଟନ କରିଥିଲେ।ଫାଇନାଲ ଖେଳ ରହିଲା ଏବଂ ଗୁଳାପଡ଼ା ମା ମଙ୍ଗଳା ମଧ୍ୟରେ ଅନୁଷ୍ଟିତ ହୋଇଥିଲା ନଏଥିରେ ରହିଲା ଦଳ ୨-୦ ଗୋଲରେ ଗୁଲାପଡାକୁ ହରାଇ ଚାମ୍ପିଅନ ହୋଇଥିଲା ।ଖେଳ ଗୁଡ଼ିକୁ ନରସିଂହ ସେଠୀ,ଆନନ୍ଦ ବଢାଇ,ବାବୁଲାଲ ସାହୁ ପରି
Read More News
T & CPrivacy PolicyContact Us