Download Now Banner

This browser does not support the video element.

ଢେଙ୍କାନାଳ ସଦର: ଏସ ପିଙ୍କ ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ,ପେଟ୍ରୋଲ ବୋତଲ, ଦିଆସିଲ ସହିତ ମହିଳା ଙ୍କୁ ଉଦ୍ଧାର କଲେ ପୁଲିସ

Dhenkanal Sadar, Dhenkanal | Aug 23, 2025
ଥାନାରୁ ନ୍ୟାୟ ନ ପାଇବାରୁ ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି।ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ ପୁଲିସ କାବୁ କରିଛନ୍ତି ।ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁମର ଅମରନାଥ ଜେନାଙ୍କ ପତ୍ନୀ ବୋଲି ଜଣାପଡିଛି। ତେବେ ସେ ସ୍ୱାମୀଙ୍କ ସହିତ ଅନୁଗୁଳର ରୁହନ୍ତି। ମହିଳାଙ୍କ ବାପ ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ମାତ୍ର ତାଙ୍କର ଜଣେ ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯ୍ୟାତନା ସହିନପାରି ବାରମ୍ଵାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ଗୁହାରି କରିବା ପାଇଁ ଦୌଡୁଥିଲେ।
Read More News
T & CPrivacy PolicyContact Us