Download Now Banner

This browser does not support the video element.

ନର୍ଲା: ନର୍ଲା ବ୍ଳକ୍ ଅଞ୍ଚଳର ଜଣେ 78 ବର୍ଷୀୟ ବୃଦ୍ଧ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ଶାଖା ର ଦ୍ୟ।ରସ୍ତ ହୋଇଥିବା ସୂଚନା

Narala, Kalahandi | Sep 24, 2025
ଆଜି ବୁଧବାର ଦିନ ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ନର୍ଲା ବ୍ଳକ୍ ଅଞ୍ଚଳର ଜଣେ 78 ବର୍ଷୀୟ ବୃଦ୍ଧ ଜଣଙ୍କ ନିଜର ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ଶାଖା କୁ ଆସି ଅପେକ୍ଷା କରିଥିବା ସମସ୍ତଙ୍କୁ ଚକିତ କରିଛି ରାଜ୍ଯ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିଥିଲେ ମଧ୍ୟ ଜଣେ ବୃଦ୍ଧ ନିଜର ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us