Download Now Banner

This browser does not support the video element.

ବରଗଡ: ରୁଜୁ ସେଠ ହତ୍ୟା ଅଭିଯୋଗରେ ନ୍ୟାୟ ଦାବି ନେଇ ଏସପି ଅଫିସ ଦ୍ଵାରସ୍ଥ ହେଲେ ପରିବାର ଲୋକେ

Bargarh, Bargarh (Baragarh) | Aug 22, 2025
ରୁଜୁ ସେଠ ହତ୍ୟା ଅଭିଯୋଗରେ ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନ୍ୟାୟ ଦାବିରେ ବରଗଡ଼ ଏସପି ଅଫିସ ଦ୍ୱାରସ୍ଥ ହେଲେ ପରିବାର ଲୋକେ | ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବୁଢ଼ୀସିଣ୍ଡୋଲ ଗ୍ରାମର ରୁଜୁ ସେଠ ବରଗଡ଼ର ଶ୍ରୀୟା ହୋଟେଲରେ କାର୍ଯ୍ୟ କରୁଥିଲେ | ଗତ ଜୁନ ୬ ତାରିଖ ଶ୍ରୀୟା ହୋଟେଲ ଭିତରୁ ରୁଜୁଙ୍କ ଶବ ଝୁଲନ୍ତା ଅବସ୍ଥାରେ ଜବତ କରିଥିଲା ପୋଲିସ | ତେବେ ପରିବାର ଲୋକେ ହତ୍ୟା ହେଇଥିବା ଅଭିଯୋଗ କରିଛନ୍ତି ।
Read More News
T & CPrivacy PolicyContact Us