Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଓମସା ପକ୍ଷରୁ ବୈଠକ ଓ ଜିଲ୍ଲା କମିଟିର କର୍ମକର୍ତ୍ତା ଚୟନ

Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଗୁରୁବାରଦିନ ୩ଟା ସମୟରେ ଓମସା ଢେଙ୍କାନାଳ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଓମସା ସଂଘର ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲାର ୫୦ ଜଣରୁ ଉର୍ଦ୍ଧ ଡାକ୍ତରମାନଙ୍କ ଉପସ୍ଥିତିରେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାବାସୀ କିଭଳି ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ସେଥିପାଇଁ ମୁଖ୍ୟ ମନ୍ତ୍ରୀ ଓ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସଂଘ ପକ୍ଷରୁ ସ୍ଥିର ହୋଇଥିଲା I
Read More News
T & CPrivacy PolicyContact Us