This browser does not support the video element.
ବଲାଙ୍ଗୀର: ପୃଥ୍ଵୀରାଜ ହାଇସ୍କୁଲରେ ରଚନା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ
Balangir, Balangir | Sep 3, 2025
ପୃଥ୍ଵୀରାଜ ହାଇସ୍କୁଲରେ ରଚନା ଓ ତର୍କ ପ୍ରତିଯୋଗିତା ପୃଥ୍ଵୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ତରଫରୁ ଆୟୋଜିତ ରଚନା ଓ ତର୍କ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ସଫଳତାର ସହ ସମ୍ପନ୍ନ ହୋଇଛି । ବିକାଶ ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଗୁରୁଜୀ, ଗୁରୁମା ବୃନ୍ଦ ଓ ସଂଘର ପଦାଧିକାରୀମାନେ ସହଭାଗୀ ହୋଇଥିଲେ । କୃତି ଛାତ୍ରମାନଙ୍କୁ ଗୁରୁଦିବସରେ ସମ୍ମାନିତ କରାଯିବ ବୋଲି ସଙ୍ଘ ପକ୍ଷରୁ ଆଜି ଅପରାହ୍ନ 4ଟା ସମୟରେ କୁହା ଯାଇଛି