Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହରରେ ଆୟୋଜିତ ଶ୍ରୀମଦ ଭାଗବତ ଗୀତା କଥା ରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ

Jharsuguda, Jharsuguda | Aug 27, 2025
ଝାରସୁଗୁଡା ସହରରେ ଆୟୋଜିତ ଶ୍ରୀମଦ ଭାଗବତ ଗୀତା କଥା ରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସନ୍ଧ୍ୟା ସାତଟା ସମୟରେ ଝାରସୁଗୁଡା ସହରରେ ଟିବଡ଼ିବାଳ ପରିବାର ପକ୍ଷରୁ ଆୟୋଜିତ ହେଉଥିବା ଭାଗବତ କଥାରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରିଥିବା ବେଳେ ଆୟୋଜକଙ୍କ ପକ୍ଷରୁ ଏକ ପୁରାଣ ପୁସ୍ତକ ପ୍ରଦାନ କରାଯାଇଥିଲା। ଏପରି କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ ସହିତ ସମସ୍ତଙ୍କୁ ଧର୍ମ,କର୍ତ୍ତବ୍ୟ, ଭକ୍ତି ଓ ସତ୍ୟମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ ବୋଲି ଝାରସୁଗୁଡା ବିଧାୟକ ମତବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us