Download Now Banner

This browser does not support the video element.

ଜଗତସିଂହପୁର: ଅଲ ଓଡିଶା ଅଙ୍ଗନୱାଡି ୱାର୍କରସ ୟୁନିଅନ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Jagatsinghapur, Jagatsinghpur | Sep 9, 2025
ଅଲ ଓଡିଶା ଅଙ୍ଗନୱାଡି ୱାର୍କରସ ୟୁନିଅନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ । ବିଭିନ୍ନ ଦାବିନେଇ ଅଲ ଓଡିଶା ଅଙ୍ଗନୱାଡି ୱାର୍କରସ ୟୁନିଅନ ଜିଲ୍ଲା ଶାଖା ପକ୍ଷରୁ ଆଜି ଦିନ ୧୧ ଟା ସମୟରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟକୁ ଯାଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା
Read More News
T & CPrivacy PolicyContact Us