This browser does not support the video element.
କବିସୂର୍ଯ୍ୟନଗର: କୋଦଳା ଏନ ଏ ସି କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ,ପାର୍କ ଲୋକାର୍ପିତ
Kabisuryanagar, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ରେ ରବିବାର ଦିନ ସ୍ୱାୟତ୍ତ ଶାସନ ଦିବସକୁ ଜାତୀୟ ପତାକା ଉତ୍ତୋଳନ କରି ପାଳିତ ହୋଇଯାଇଛି । ଏହି ଉତ୍ସବକୁ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ଥିଲେ । ଦଣ୍ଡେଶ୍ୱର ମନ୍ଦିର ନିକଟରେ ଆଦର୍ଶ ପାର୍କ କୁ ଆସିକା ସାଂସଦ ଅନିତା ସୁଭଦର୍ଶିନୀ, ବିଧାୟକ ଓ ଅଧକ୍ଷ ଲୋକାର୍ପଣ କରିଥିଲେ । କୋଦଳା ସହରକୁ ସ୍ୱଚ୍ଛ ଓ ପରିମଳ ରଖିଥିବାରୁ ସ୍ୱଚ୍ଛ ସାଥୀ ମାନଙ୍କ ପାଦ ଧୌତ କରିବା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ନାନୀତ କରି ଉତ୍ସାହିତ କରିଥିଲେ ।