Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିରିଙ୍ଗିପଡା ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଠାକୁର ଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ

Phulabani Town, Kandhamal | May 22, 2025
କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିରିଙ୍ଗିପଡା ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଠାକୁର ଙ୍କର ଚନ୍ଦନ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟେଲ ବେହେରା। ସମ୍ମାନିତ ଅତିଥି ଭାବେ ୱାର୍ଡ ନଂ ୫ ର କାଉନସିଲର ରମେଶ ମହାନ୍ତି ବନ ଭାଇ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ସମ୍ବଲପୁର ମେଲଡି ଦୁଲୁକି ଥିଲା ମଞ୍ଚ ।
Read More News
T & CPrivacy PolicyContact Us