Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ର କଷାକାଠି ଠାରେ 151କିଲ ଗଞ୍ଜେଇ ସହ ଗଟାଏ ସୁଇଫ୍ଟ ଡିଜାର ଏବଂ ଜଣେ ଗିରଫ,

Phulabani Town, Kandhamal | Sep 9, 2025
ଫୁଲବାଣୀ ର କଷାକାଠି ଠାରେ 151କିଲ ଗଞ୍ଜେଇ ସହ ଗଟାଏ ସୁଇଫ୍ଟ ଡିଜାର ଏବଂ ଜଣେ ଗିରଫ, ମଙ୍ଗଳବାର ସଂନ୍ଧ୍ୟା 5ଘଣ୍ଟିକା ସମୟରେ ଥାନା ଅଧିକାରୀ ସତିସି କୁମାର ନାୟକ ସୁଚନା ଦେଇଥିବା ବେଳେ ଅପରାହ୍ନ 3ଘଣ୍ଟିକା ସମୟରେ ପେଟ୍ରୋଲିଙ୍ଗ ଟିମ୍ ପେଟ୍ରୋଲିଙ୍ଗ କୁଥିବା ସମୟେ ସନ୍ଦେହ କରି ଉକ୍ତ ସୁଇଫ୍ଟି ଡିଜାର କାର କୁ ତଦନ୍ତ ପରେ ଏହି ଗଞ୍ଜେଇ ବାହାରିଥିଲା, ଡିରଫ ହଇଥିବା ବ୍ୟକ୍ତି ଜଣକ ହେଲେ ଲମ୍ଭଧର ସିଙ୍ଗ ଜାଜପୁର ଅଞ୍ଚଳର ବଲି ସୁଚନା ମିଳିଛି
Read More News
T & CPrivacy PolicyContact Us