This browser does not support the video element.
ବାଲିଗୁଡା: ଦଣ୍ଡପଦର ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣେ ଆହତ
Baliguda, Kandhamal | Aug 23, 2025
ବାଲିଗୁଡା ଦଣ୍ଡପଦର ଗ୍ରାମରେ ଏକ ସଡକ ଦୁର୍ଘଟଣା ଗଟାଏ ଛେଳି ମୁତ୍ୟ, ଚାଳକ ଆହତ ଏହି ଘଟଣା ଟି ଶନିବାର ଅପରାହ୍ନ 3ଘଣ୍ଟିକା ରେ ଘଟିଥିବା ବେଳେ ବାଲିଗୁଡା ଆଡୁ ଏକ ବୁଲେଟ ଫିରିଙ୍ଗିଆ ଯାଉଥିବା ବେଳେ ହଠାତ ଛେଳି ଚାଲି ଆସିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଘଟଣା ସ୍ଥଳରେ ଛେଳିଟି ମରିଯାଈଥିବା ବେଳେ ଚାଳକ ଜଣକ ଆହତ ହଇଛନ୍ତି