This browser does not support the video element.
ବାଲିକୁଦା: ବାଲିସାହି ଗ୍ରାମରେ ଇଦପର୍ବ ଧୂମଧାମ ରେ ପାଳନ
Balikuda, Jagatsinghpur | Apr 11, 2024
ଆଜି ସକାଳ 7ଟା ବେଳେ ମୁସଲମାନ ଭାଇ ଭଉଣୀ ମାନେ ବାଲିସାହି ପୀର ବାବା ଙ୍କ ପ୍ରାଙ୍ଗଣରେ ଏକତ୍ରିତ ହୋଇ ଇଦ ପର୍ବ ପାଳନ କରିଛନ୍ତି l ସମୂହ ନମାଜ ପାଠ କରିବା ସହିତ ପରସ୍ପର କୁ ଆଲିଙ୍ଗନ କରି ଏହି ପର୍ବ କୁ ଧୁମ ଧାମ ରେ ପାଳନ କରିଛନ୍ତି l