Download Now Banner

This browser does not support the video element.

ସୋର: ଇଲମପଦା ସମେତ ୨ଟି ସ୍ଥାନରେ ଥିବା କରତକଳ ଉପରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

Soro, Balasore | Sep 11, 2025
ସୋର ଥାନା ଅନ୍ତର୍ଗତ ଇଲମପଦା ଓ ଜଗନ୍ନାଥପୁର ଅଞ୍ଚଳରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ବନବିଭାଗ ତରଫରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସମେତ ମୂଲ୍ୟବାନ କାଠ ଜବତ କରାଯାଇଛି।ଦୀର୍ଘ ଦିନ ଧରି ଏହି ଦୁଇଟି ବେଆଇନ କରତ କଳ ଚାଲିଆସୁଥିବା ବେଳେ ଆଜି ସକାଳେ ବାଲେଶ୍ୱର ଡ଼ିଏଫଓ ଙ୍କ ନିର୍ଦେଶ କ୍ରମେ ଏସିଏଫଙ୍କ ନେତୃତ୍ବରେ ନିଳଗିରି ରେଞ୍ଜର ଏବଂ କୁଳଡିହା ରେଞ୍ଜର ସମସ୍ତ କର୍ମଚାରୀ ଏବଂ ଅଧିକାରୀ ମାନେ ଏହି ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ପ୍ରାୟ ଦଶ ଲକ୍ଷ ଟଙ୍କାରୁ ଉର୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଏବଂ ମୂଲ୍ୟବାନ କାଠ ଜବତ କରାଯାଇଛି।
Read More News
T & CPrivacy PolicyContact Us