Install App
sudhansusekhar.kanha.2016
This browser does not support the video element.
ମାଲକାନଗିରି: ରାଜ୍ୟ ସରକାର ମାଗଣାରେ ବିରି ଏବଂ ମୁଗ ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ନେଇ ପ୍ରତିକ୍ରିୟା ଦେଲେ ଦାମାପାଡା ଗ୍ରାମର ଜଣେ ଚାଷୀ
Malkangiri, Malkangiri | Sep 24, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଂଚାୟତର ଦାମାପାଡା ଗ୍ରାମର ଜଣେ ଚାଷୀ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟ ସରକାର ଚାଷୀମାନଙ୍କୁ ମାଗଣାରେ ବିରି ଏବଂ ମୁଗ ବିହନ ଯୋଗାଇ ଦେବାକୁ ରାଜ୍ୟ ସରକାର ଏବଂ କୃଷିମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏନେଇ ଆଜି ଦିନ ୩ଟା ସମୟରେ ଦାମାପାଡା ଗ୍ରାମର ଜଣେ ଚାଷୀ ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!