Download Now Banner

This browser does not support the video element.

ରାୟଗଡା: ବ୍ଲକରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ‌ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

Rayagada, Rayagada | Feb 5, 2025
ବୁଧବାର ପୂର୍ବାହ୍ନରେ ରାୟଗଡ଼ା ବ୍ଲକରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ‌ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟଓ୍ବାରୀ,ସିଡିଓ-କମ-ଇଓ ଅକ୍ଷୟ ଖେମୁଣ୍ଡି, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,୨୮ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲାର ଜନସାଧାରଣ ଯୋଗଦେଇଥିଲେ। ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ, ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଓ କ୍ରୀଡ଼ାର ଉନ୍ନତିକରଣ ପାଇଁ ବିଜିବିଓର ପରିକଳ୍ପନା ସରକାର କରିଛନ୍ତି‌ ।
Read More News
T & CPrivacy PolicyContact Us