Download Now Banner

This browser does not support the video element.

ଜୟପୁର: ଲଗାଣ ବର୍ଷା ରେ ହରଡ଼ାପୁଟ, ଅମ୍ବାଗୁଡା, ଫମ୍ପୁଣୀ, ପୂଜାରୀପୁଟ ରେ ଆଂଶିକ ଘର ଭାଙ୍ଗିଥିବା ଜୟପୁର ତହସିଲ ତରଫରୁ ସୂଚନା

Jeypore, Koraput | Aug 28, 2025
ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୦ ଟି  ଆଂଶିକ ଘର ଭାଙ୍ଗି ଥିବା ଜଣାଯାଇଛି । ଏନେଇ ଆଜି ଅପରାହ୍ନ ୪ଟାରେ  ଗଣ ମାଧ୍ୟମକୁ ସୁଚନା ଦିଆଯାଇଛି । ଏନେଇ ଜୟପୁର ତହିଲଦାର ସବ୍ୟ ସାଚି ଜେନା, ଅତିରିକ୍ତ ତହସିଲଦାର  ଚିତ୍ତରଞ୍ଜନ ପଟ୍ଟନାୟକ, ରାସ୍ୱଜ  ସୁପର ଭାଇଜର  ହରି ହର ଶତପଥି ଉପସ୍ଥିତ ରହି ତ୍ୟ ସଂଗ୍ରହ କରିବା ସହ ପୋଲିଥିନ  ପ୍ରଦାନ କରିଥିଲ ।  ହରଡାପୁଟର,ଆମ୍ବାଗୁଡାର. ପୁଜାରିପୁଟର , ଛତର୍ଲା. ହଡପା ଖ୍ରୀଷ୍ଟିଆନପେଟାର   ଘର ଭାଙ୍ଗିଥିବା ରାଜସ୍ୱ ବିଭାଗ  ତଥ୍ୟ ସଂଗ୍ରହ  କରିଛି ।
Read More News
T & CPrivacy PolicyContact Us