This browser does not support the video element.
ନୂଆପଡା: ତରବୋଡ ଠାରେ ୧୭ତମ ଇଣ୍ଡି ପେଣ୍ଡେ ନସ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
Nuapada, Nuapada | Aug 21, 2025
ତରବୋଡ ହାଇ ସ୍କୁଲ ପଡିଆ ରେ ଚାଲିଥିବା ୧୭ତମ ଇଣ୍ଡିପେଣ୍ଡେନ୍ସ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅପରାହ୍ନ ପାଞ୍ଚଟା ସମୟରେ ଖରୀଆର ରୋଡ ଓ ଉଦ୍ୟାନ ବନ୍ଧ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ରେ ଉଦ୍ୟାନ ବନ୍ଧ ଦଳ ୩-୧ ଗୋଲ ରେ ବିଜୟୀ ହୋଇ ଥିଲା।ଉଦଯାପନୀ ଉତ୍ସବରେ ବିଶିଷ୍ଟ କ୍ରୀଡାବିତ୍ ସରୋଜ କୁମାର ସାହୁ ସରପଞ୍ଚ ଶ୍ୟାମ ପୃଷ୍ଟି ସମାଜ ସେବୀ ମହାଦେବ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ବିଜୟୀ ଓ ଉପବିଯେତା ଦଳ ଙ୍କୁ ପୁରସ୍କୃତ କରିଥିଲେ।