Download Now Banner

This browser does not support the video element.

ଗୋବିନ୍ଦପୁର: ସର୍ଗିଡିହି ଗ୍ରାମ ରେ ସରକାରୀ ଜମି ଜବରଦଖଲ ନେଇ ଗୋବିନ୍ଦପୁର ଥାନା ରେ ଅଭିଯୋଗ

Govindpur, Sambalpur | Aug 22, 2025
ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ ଟୁଙ୍ଗରି କୁ ଲାଗି ରହିଥିବା ଏକ ସରକାରୀ ଜମି କୁ ଗ୍ରାମବାସୀ ବ୍ୟବହାର କରି ଆସୁଥିବା ବେଳେ ସେହି ଗ୍ରାମର ରାଜେଶ ନିଖଣ୍ଡିଆ ଗତ ୫ ବର୍ଷ ହେବ ଉକ୍ତ ଜମି କୁ ନିଜ ଜବରଦଖଲ ରେ ରଖିଛି। ଉକ୍ତ ଜମି ଖାଲି କରିବା ପାଇଁ ଗ୍ରାମବାସୀ ମାନେ ତାଙ୍କୁ ବାରମ୍ବାର କହି ଆସୁଥିବା ବେଳେ ରାଜେଶ ଗ୍ରାମବାସୀ ଙ୍କୁ ଧମକ ଦେଉଛନ୍ତି ଏହାକୁ ନେଇ ଗ୍ରାମ ର ମହିଳା ମାନେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଗୋବିନ୍ଦପୁର ଥାନା କୁ ଆସି ଲିଖିତ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us