Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲୀ ସକାଳ ୮.୩୦ରୁ ଶନିବାର ୮.୩୦ ପର୍ଯ୍ୟନ୍ତ ୩୦ରୁ ୪୦କିମି ବେଗରେ ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ିନେଇ ଜିଲ୍ଳାକୁ ଏଲୋ ୱାର୍ଣ୍ଣିଙ୍ଗ

Baudh Sadar, Boudh (Bauda) | Sep 11, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ଗୁରୁବାର ବାର ୧୧ତାରିଖ ସକାଳ ୮.୩୦ସମୟରୁ ଶୁକ୍ରବାର ୧୨ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ବୌଦ୍ଧ ଜିଲାକୁ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ପଖାପଖି ୨ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି
Read More News
T & CPrivacy PolicyContact Us