Download Now Banner

This browser does not support the video element.

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ର ନବ ନିର୍ବାଚିତ ଉପାଧ୍ୟକ୍ଷଙ୍କୁ ଭେଟି ଶୁଭେଛା ଜଣାଇଲେ କୋକଳବା ଗ୍ରାମ ପଞ୍ଚାୟତର ବିଜେପି କର୍ମକର୍ତ୍ତା

Bhanjanagar, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ର ନବ ନିର୍ବାଚିତ ଉପାଧ୍ୟକ୍ଷଙ୍କୁ ଭେଟି ଶୁଭେଛା ଜଣାଇଲେ କୋକଳବା ଗ୍ରାମ ପଞ୍ଚାୟତର ବିଜେପି କର୍ମକର୍ତ୍ତା ମାନେ । ଆଜି ଦିନ 11 ଘଣ୍ଟ ସମୟରେ ନବ ନିର୍ବାଚିତ ବ୍ଲକ ଉପାଧ୍ୟକ୍ଷ ନିଳାଚଂଳ ଖିଲାରଙ୍କ ଖେତମୁଣ୍ଡଳି ଗ୍ରାମ ବାସଭବନରେ କୋକଳବା ଗ୍ରାମ ପଞ୍ଚାୟତର ବିଜେପି କର୍ମକର୍ତ୍ତା ମାନେ ଭେଟି ଶୁଭେଛା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଗଲା ଏକ ସପ୍ତାହ ତଳେ ଉପ ନିର୍ବାଚନ ପରେ ବ୍ଲକ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ହେତୁ ବିଭିନ୍ନ ମହଲରୁ ଶୁଭେଛା ରୁ ସୁଅ ଛୁଟିଛି ।
Read More News
T & CPrivacy PolicyContact Us