Download Now Banner

This browser does not support the video element.

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଯୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ବିଭିନ୍ନ ଚ୍ୟାକ ଡ୍ୟାମ ବୁଲି ଦେଖିଲେ ଫୁଲବାଣି ଜିଲ୍ଲାର ବରିଷ୍ଠ ଅଧିକାରୀ ।

Bhanjanagar, Ganjam | Sep 12, 2025
ଗଂଜାମ ଜିଲ୍ଲା ଭଂଜନଗର ଯୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ବିଭିନ୍ନ ଚ୍ୟାକ ଡ୍ୟାମ ବୁଲି ଦେଖିଲେ ଫୁଲବାଣି ଜିଲ୍ଲାର ବରିଷ୍ଠ ଅଧିକାରୀ । ସେ ଅ।ଜି ଦିନ 10 ଘଣ୍ଟ ସମୟରେ ଭଂଜନଗର ସହରରେ ଥିବା ଯୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟରେ ପହଁଚିବା ସହ ଏଇ ଜେଇଙ୍କ ସହ ଅ।ଲୋକପାତ କରିଥିଲେ । ଏଥିସହ ଏହାରି ଅଧିନରେ ଥିବା ବିଭିନ୍ନ ଚ୍ୟାକଡ୍ୟାମ ମଧ୍ୟ ବୁଲି ଦେଖିଥିଲେ ବିବାଗିୟ ଅଧିକାରୀ ମାନେ । ଏଥିସହ ଭଗ୍ନ ଅବସ୍ଥାରେ ଥିବା ଚ୍ୟାକଡ୍ୟାମ ଗୁଡିକ କିଭଳି ଭାବରେ ନୂତନ ରୂପ ପାଇ ପାରିବ ସେ ନେଇ ଗୁରୁତ୍ଵ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ଫୁଲବାଣି ଜିଲ୍ଲାର ବରିଷ୍ଠ ଅଧିକାରୀ ।
Read More News
T & CPrivacy PolicyContact Us