Download Now Banner

This browser does not support the video element.

ଉଦଳା: ଡୁକୁରା ଗ୍ରାମପଞ୍ଚାୟତ ଠାରେ ନୂତନ ଯାତ୍ରା ପାର୍ଟିର ଶୁଭାରମ୍ଭ କଲେ ବାରିପଦା ବିଧାୟକ

Udala, Mayurbhanj | May 16, 2025
ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଡୁକୁରା ଗ୍ରାମପଞ୍ଚାୟତ ଠାରେ ନୂତନ ଯାତ୍ରା ପାର୍ଟିର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us