Download Now Banner

This browser does not support the video element.

କେନ୍ଦ୍ରାପଡା: ଦକ୍ଷିଣଖଣ୍ଡଭୋଳ ଗ୍ରାମରେ ଆଶ୍ଚର୍ଯ୍ୟଜନକ ଘଟଣା ସାଳି ପ୍ରେମରେ ପାଗଳ ଭିଣେଇ ,କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ

Kendrapara, Kendrapara | Sep 4, 2025
କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଦକ୍ଷିଣଖଣ୍ଡଭୋଳ ଗ୍ରାମରେ ଏକ ଆଶ୍ଚର୍ୟଜନକ ଘଟଣା ସାମ୍ନାକୁ ଆସିଛି । ସାଳି ପ୍ରେମରେ ପାଗଳ ଭିଣେଇ, ଏହାକୁ ନେଇ ଏବେ ପରିବାରରେ ସୃଷ୍ଟି ହୋଇଛି ବିବାଦ ।ସୂଚନା ଅନୁସାରେ, ଏହି ଅସାମାନ୍ୟ ପ୍ରେମ ସମ୍ପର୍କରେ ଗ୍ରାମରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ, ପରିବାରରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ସ୍ୱାମୀ ସିଧାସଳଖ କେନ୍ଦ୍ରାପଡ଼ା ସଦର ଥାନାକୁ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।
Read More News
T & CPrivacy PolicyContact Us