Download Now Banner

This browser does not support the video element.

ବଲାଙ୍ଗୀର: ମୂର୍ଶୁଣ୍ଡି ରାସ୍ତାରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ,କାର ଜବତ ଅଭିଯୁକ୍ତ ଫେରାର

Balangir, Balangir | Aug 23, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ପୋଲିସ ବଡ଼ ସଫଳତା ହାସଲ କରିଛି। ସାଲେଭାଟ–ମୂର୍ଶୁଣ୍ଡି ରାସ୍ତାରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ ପୋଲିସ ୧୨ କିମି ଗୋଡ଼ାଇଲା ପରେ ଧରିଥିଲେ। ପୋଲିସକୁ ଦେଖି ଚାଲାଣକାରୀ ଗାଡ଼ିକୁ ଛାଡି ଚମ୍ପଟ ମାରିଥିଲେ। କାରକୁ ଜବତ କରାଯାଇଥିବା ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଗଞ୍ଜେଇ ମାପ କରାଯିବ। ସେହିପରି ଏସ୍କର୍ଟ କରୁଥିବା ଅନ୍ୟ ଗାଡ଼ିକୁ ତରଭା ପୋଲିସ ଅଟକ କରିଛି। ଅଭିଯୁକ୍ତ ଚାଲାଣକାରୀ ଫେରାର ହୋଇଥିବାରୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି। ବୋଲି ଆଜି ରାତି ୮ଟା ସମୟ ରେ ସୁଚନା ମିଳିଚି
Read More News
T & CPrivacy PolicyContact Us