Download Now Banner

This browser does not support the video element.

ହରିଚନ୍ଦନପୁର: ଧନଦାତ୍ରୀ ଦେବି ମାଆ ଲଖ୍ମୀ ପୂଜା ଉପଲକ୍ଷେ ବ୍ରାହ୍ମଣିପାଳ ମା ତାରିଣୀ ବଣିକ ସଂଘ ତରଫରୁ ଛୋଟ ପିଲାମାନଙ୍କୁ ନେଇ ନୃତ୍ୟ ଧମାକା

Harichandanpur, Kendujhar | Oct 9, 2025
ଗଜଲଖ୍ମୀ ପୂଜା ଉପଲକ୍ଷେ ବ୍ରାହ୍ମଣିପାଳ ମା ତାରିଣୀ ବଣିକ ସଂଘ ତରଫରୁ ଛୋଟ ପିଲାମାନଙ୍କୁ ନେଇ ନୃତ୍ୟ ଧମାକା । ଏକ ଭକ୍ତିମୟ ପରିବେଶରେ ଅଞ୍ଚଳର ଭାଇ ଚାରା ଏକତାର ପ୍ରତୀକକୁ ବଜାୟ ରଖିଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆଗାମି ଭବିଷ୍ୟତ ର ଉଜ୍ଜଳିତ ପ୍ରତିଭା ସୃଷ୍ଟିରେ ନିଶ୍ଚିତ ଭାବରେ ଏହାଏକ ପ୍ରେରଣା ଯୋଗାଇବ । ଆଜି ରାତ୍ରୀ ନଅଟା ସମୟର ସୂଚନା ।
Read More News
T & CPrivacy PolicyContact Us