This browser does not support the video element.
ବଲାଙ୍ଗୀର: ଜିଲ୍ଲା ପାଣି ପାଗ ବିଭାଗ ର ସଚେତନା ବଜ୍ରପାତ୍ ସହିତ ବର୍ଷାର ସମ୍ଭାବନା ଜିଲ୍ଲାକୁ ୟେଲୋ ୱର୍ଣି
Balangir, Balangir | Aug 25, 2025
ବଲାଙ୍ଗୀରରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ରହିଛି। ମେଟେରୋଲଜିକାଲ ସେଣ୍ଟର ଭୁବନେଶ୍ୱର ଅନୁସାରେ, ପବନର ବେଗ 30 ରୁ 40 କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ। ଲୋକଙ୍କୁ ସଚେତନ ରହିବାକୁ ସଚେତାବନୀ ଦିଆଯାଇଛି। ଗାଛ ତଳେ, ଖୋଲା ସ୍ଥାନରେ କିମ୍ବା ବିଦ୍ୟୁତ୍ ସ୍ଥମ୍ଭ ପାଖରେ ରହିବାରୁ ବିରତ ହେବାକୁ ପରାମର୍ଶ। ଡିୟା ଯାଇଛି କୃଷକମାନଙ୍କୁ ମଧ୍ୟ ଖେତରେ କାମ କରୁଥିବା ସମୟରେ ସାବଧାନ ହେବାକୁ ଅନୁରୋଧ। କରା ଯାଇଛି ଜିଲ୍ଲା କୁ ୟେଲୋ warning ଜାରୀ କରା ଯାଇଛି