This browser does not support the video element.
ଜୁନାଗଡ: ଗୋଲାମୁଣ୍ଡା ଠାରେ ବିଜେପି ରେ ସାମିଲ ହେଲେ କେଗାଁ ର ବରିଷ୍ଠ ବିଜେଡି ନେତା
Junagarh, Kalahandi | Sep 11, 2025
ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରା.ପ ର ବରିଷ୍ଠ ବିଜେଡି ନେତା ଅନନ୍ତ ସାହୁ ବିଜେପି ରେ ସାମିଲ ହୋଇଛନ୍ତି। ସେ ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ପୂର୍ଣ୍ଣ ସମର୍ଥକ ରହିଥିଲେ। ଗୁରୁବାର ଅପରାହ୍ନ ୩ ଟା ରେ ଗୋଲାମୁଣ୍ଡା ଠାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ନିକଟରେ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଥିଲେ।