Download Now Banner

This browser does not support the video element.

ନର୍ଲା: ନର୍ଲା ଅଞ୍ଚଳର ବିଭିନ୍ନ ସ୍କୁଲ ମାନଙ୍କରେ ଗୁରୁ ଦିବସ ପାଳନ

Narala, Kalahandi | Sep 5, 2025
ଆଜି ଶୁକ୍ରବାର ସେପ୍ଟେମ୍ବର ପାଞ୍ଚ ତାରିଖ ଦିନ ସାରା ରାଜ୍ୟରେ ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ମାନଙ୍କରେ ଗୁରୁ ଦିବସ ପାଳନ କରାଯାଇଥିଲା ଏହି ଅବସରରେ ନର୍ଲା ଓ ରୁପ୍ରାରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଛାତ୍ର ଛାତ୍ରୀ ମାନେ ଗୁରୁ ଦିବସ ପାଳନ କରିଥିଲେ ଏହି ଦିବସରେ ରୁପ୍ର ।ରୋଡ ସ୍ଥିତ ଶିଶୁ ମନ୍ଦିର ଠାରେ ଗୁରୁଦିବସ ପାଳନ କରାଯାଇଥିଲା
Read More News
T & CPrivacy PolicyContact Us