This browser does not support the video element.
ସୋନପୁର: ସହରର ବ୍ଲକ ଛକ ନିକଟରେ ଅଟକି ରହିଛି ଟ୍ରକ, ଟ୍ରାଫିକ ଜାମ
Sonapur, Subarnapur (Sonepur) | Aug 26, 2025
ସହରର ବ୍ଲକ ଛକ ନିକଟରେ ଅଟକି ରହିଛି ଏକ ବିଶାଳ ଟ୍ରକ ଟ୍ରାଫିକ ଯାମ।ସୁବର୍ଣ୍ଣପୁର ସହରର ବ୍ଲକ ଛକ ନିକଟରେ ଆଜି ସକାଳ ୯ଟାରୁ ବର୍ତମାନ ପର୍ଯ୍ୟନ୍ତ ଏକ ବିଶାଳ ଟ୍ରକ ଅଟକି ରହିଛି।ଯାହା ଫଳରେ ସମ୍ବଲପୁର ପଟରୁ ଯାଉଥିବା ରାସ୍ତା ବ୍ଲକ ହୋଇ ଯାଇଛି।ତେବେ ଏହି ଟ୍ରକ ଟି ବଲାଙ୍ଗୀର ପଟରୁ ଆସୁଥିବା ବେଳେ ହଠାତ ବ୍ଲକ ଛକ ଟ୍ରାଫିକ ନିକଟରେ ବନ୍ଦ ହୋଇ ଯାଇଥିଲା।ପ୍ରାୟ ୪ ଘଣ୍ଟା ରୁ ଅଧିକ ସମୟ ହେବ ସେଠାରେ ପଡ଼ି ରହିଛି।ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।