This browser does not support the video element.
ପାଲଲହଡା: ନମପଶି ଗ୍ରାମର ମଞ୍ଜୁଲତା ପ୍ରଧାନଙ୍କ ପରଲୋକ ଖବର ପାଇ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ
Palalahada, Angul | Nov 26, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ଗ୍ରାମର ମଞ୍ଜୁଲତା ପ୍ରଧାନଙ୍କ ପରଲୋକ ହୋଇଥିବା ଖବର ପାଇ ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ ପରିବାରକୁ ଭେଟି ସମବେଦନା ଜଣାଇଥିବା ମଙ୍ଗଳ ବାର ସନ୍ଧ୍ୟା ୫: ୧୦ସମୟରେ ଜଣାପଡିଛି। ନମପଶି ଗ୍ରାମର ବିଜେପି ନେତା ଅଜିତ ପ୍ରଧାନଙ୍କ ମାତା ମଞ୍ଜୁଲତା ପ୍ରଧାନଙ୍କର ପରଲୋକ ହୋଇଥିଲା। ଖବର ପାଇ ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ ନମପଶି ଗ୍ରାମକୁ ଯାଇ ବିଜେପି ନେତା ଅଜିତ ପ୍ରଧାନଙ୍କ ଦୁଃଖ ସନ୍ତପ୍ତ ପରିବାରକୁ ଭେଟି ସମବଦନା ଜଣାଇବା ସହିତ ନିଜେ ଦୁଃଖ ପ୍ରକାଶ କରିଥିଲେ ବିଧାୟକ।