Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଗଣେଶ ପୂଜା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ସୋମବାର ସହରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ
Cuttack M Corp PS, Cuttack | Aug 25, 2025
ଆସନ୍ତା ଗଣେଶ ପୂଜା ଓ ଭସାଣ ଉତ୍ସବକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ମାଲଗୋଦାମ ଓ ଚାଉଳିଆଗଞ୍ଜ ଥାନା ପୁଲିସ ପକ୍ଷରୁ ସୋମବାର ରାତି ୮ଟାରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ମାଲଗୋଦାମ ପକ୍ଷରୁ ରହେମାନ ଛକ, ବମ୍ବେ ହୋଟେଲ ଛକ, କଲେଜ ଛକ, ସିଡିଏ ମାର୍କେଟ ଛକ ଓ ଷ୍ଟେସନ ବଜାର ହୋଇ ସମାପ୍ତ ହୋଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!