This browser does not support the video element.
କୁଚିଣ୍ଡା: କୁଚିଣ୍ଡା ମୁକୁନ୍ଦୀ ଷ୍ଟାଡିୟମ୍ ଠାରେ ଦୁର୍ଗାପୂଜା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
Kochinda, Sambalpur | Sep 26, 2025
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ଠାରେ ପଞ୍ଚ ଦିବସୀୟ ଦୁର୍ଗା ପୂଜା କପ ଫୁଟବଲ୍ ଟର୍ଣ୍ଣମେ ଉଦଘାଟିତ ହୋଇ ଯାଇଛି। ଶୁକ୍ରବାର ଦିନ ଏହାର ଉଦଘାଟନୀ ଉତ୍ସବ ରେ କୁଚିଣ୍ଡା NAC ଅଧ୍ୟକ୍ଷ ପ୍ରଦ୍ୟୂତ ମହାନ୍ତି, ଟୁନା ମହାନନ୍ଦ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା ଓ ଗଜେନ୍ଦ୍ର ଭୋଇ ଲଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହାର ଉଦଘାଟନୀ ମ୍ୟାଚରେ କୁକମ୍ କୁ ପରାସ୍ତ କରି ବୁଦେଲକାନି ଟିମ ବିଜେତା ହୋଇଥିବା ବେଳ ଏହାର କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ ସିଙ୍କଲପୋଷି ଦଳ କୁ ପରାସ୍ତ କରି ବୁଦେଲକାନି ଦଳ ସେମି ଫାଇନାଲରେ ପ୍ରବେଶ କରିଛି।