This browser does not support the video element.
ସୁକିନ୍ଦା: କବାଟବନ୍ଧ ଗ୍ରାମପଞ୍ଚାୟତର ଘରକୁ ଘର ବୁଲି ସ୍ଥାନୀୟ ଲୋକ ମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଲେ ହିଂମାଶୁ
Sukinda, Jajpur | Aug 27, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କବାଟବନ୍ଧ ଗ୍ରାମପଞ୍ଚାୟତର କବାଟବନ୍ଧ ଗ୍ରାମର ବିଭିନ୍ନ ଘରକୁ ଘର ବୁଲି ସ୍ଥାନୀୟ ଲୋକ ମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଲେ ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁ । ସ୍ଥାନୀୟ ଲୋକ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ତୁରନ୍ତ ସମାଧାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିବା ବୁଧବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।।