Download Now Banner

This browser does not support the video element.

ରେଢାଖୋଲ: ଡ‌ଇଁଚା ଗ୍ରାମରେ ବନ୍ଧୁକ ଦେଖାଇ ଭାଇ ବହୁ କୁ ମିରିଦେବା ଧମକ ଅଭିଯୋଗରେ ବନ୍ଧୁକ ସହ ଦେଢସୁର ଗିରଫ

Rairakhol, Sambalpur | Aug 21, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ‌ଇଁଚା ଗ୍ରାମରେ ବନ୍ଧୁକ ଦେଖାଇ ଭାଇ ବହୁ କୁ ଜିବନରେ ମାରିଦେବା ଧମକ ଅଭିଯୋଗରେ ଗୁରୁବାର ସକାଳେ ଦେଢଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।‌ଏଥିରେ ଉତକ୍ଷିପ୍ତ ହୋଇ ବନ ପ୍ରଧାନ ତା ସାନ ଭାଇ ର ସ୍ତ୍ରୀ କୁ ଏକ ହାତ ତିଆରି ଶୀକାରି ବନ୍ଧୁକ ରେ ମାରିଦେବାକୁ ଧମକ ଦେବା ସହ ମାରିବା ପାଇଁ ଗୋଡ଼ାଇଥିଲା ।
Read More News
T & CPrivacy PolicyContact Us