Download Now Banner

This browser does not support the video element.

ସୋର: ଅଲିପୁର ଛକ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୁର୍ତ୍ତ

Soro, Balasore | Sep 29, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲିପୁର ଛକ ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନକୁ ଦୁର୍ବୁର୍ତ୍ତ ମାନେ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୋର ଥାନା ବ୍ରହ୍ମପୁର ଗ୍ରାମର ବିମଳା ଜେନା ସୋରରୁ ଏକ ବାଇକରେ ଲିଫ୍ଟ ନେଇ ସେଠାରେ ଓହ୍ଲାଇ ଚାଲିଚାଲି ଘରକୁ ଯାଉଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ପଛରୁ ଆସି ବିମଳା ବେକରେ ପିନ୍ଧିଥିବା ୧୧ ଗ୍ରାମର ସୁନା ଚେନ କୁ ଝାମ୍ପିନେଇ ଜାମୁଝାଡ଼ି ଅଭିମୁଖେ ଚାଲିଯାଇଥିଲେ। ଏନେଇ ବିମଳା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us