This browser does not support the video element.
ବୀରମହାରାଜପୁର: ବିନିକା କଂସାରିପଡ଼ା ଠାରେ ଗୋକୁଳାଷ୍ଟମୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 10, 2025
ବିନିକା କଂସାରିପଡ଼ା ଠାରେ ଆଜି ଅପରାହ୍ନ 4ଘଣ୍ଟା ସମୟରେ ଗୋକୁଳାଷ୍ଟମୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ କମିଟି ର ସଭାପତି ମନୋଜ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠ କରେ ବହୁ ସଦସ୍ୟ ଯୋଗଦେଇଥିଲେ l ବୈଠକ ରେ ଆସନ୍ତା ନଭେମ୍ବର ମାସ 9ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ମହୋତ୍ସବ କରାଯିବା ନେଇ ବୈଠକରେ ନିଷ୍ପତି ନେବା ସହ ମହୋତ୍ସବକୁ ଅଧିକ ଆକର୍ଷଣୀୟ ତଥା ଶାନ୍ତି ଶୃଙ୍ଖଳା ସହିତ କରାଯିବା ନେଇ ଆଲୋଚନା କରିବା ସହ ସମାଷ୍ଟଙ୍କର ସହଯୋଗ।କାମନା କରିଥିଲେ l ଶେଷରେ ସମ୍ପାଦକ ଚିତ୍ତରଞ୍ଜନ ଦାସ ଧନ୍ୟବାଦ୍ ଦେଇଥିଲେ l