Install App
pintumedia
This browser does not support the video element.
ଖଲ୍ଲିକୋଟ୍: ଭିଟା ମାଟି ସୁରକ୍ଷା ସଂଘ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ଯୋଗାଇବା ଦେବା ପାଇଁ ଖଲ୍ଲିକୋଟ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
Khalikote, Ganjam | Sep 26, 2025
ଆଦିବାସୀ ମାନେ ଜଙ୍ଗଲ ଜମି ପଟ୍ଟା ଯୋଗାଈ ଦେବାକୁ ବାରମ୍ବାର ଦାବୀ କରିବା ସତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ। ସେଥିପାଇଁ ବାଦପଲ୍ଲୀ ପଞ୍ଚାୟତର ଭିଟା ମାଟି ସୁରକ୍ଷା ସଂଘ ର କର୍ମକର୍ତ୍ତା ମାନେ ଆଜି ଦିନ ୧୨ ଟା ସମୟରେ ଖଲ୍ଲିକୋଟ ବାନାଞ୍ଚଳ କାର୍ଯ୍ୟାଳୟ ରେ ପହଞ୍ଚି ଖଲ୍ଲିକୋଟ ରେଞ୍ଜର ଦିବ୍ୟ ଶଙ୍କର ବେହେରା ଙ୍କୁ ଘେରାଉ କରିବା ସହ ଦାବି ପାତ୍ର ପ୍ରଦାନ କରିଛନ୍ତି । ଏହା ସହ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!