Download Now Banner

This browser does not support the video element.

ଆନନ୍ଦପୁର: ଫକିରପୁର ଠାରେ ପ୍ରଥମ ପରିବେଶ ଆଲୋଚନା ଚକ୍ର ଅନୁଷ୍ଠିତ, ଯୋଗଦେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ

Anandapur, Kendujhar | Sep 7, 2025
ଆନନ୍ଦପୁର ଉପଖଣ୍ଡ ଫକିରପୁର ଠାରେ ପ୍ରଥମ ପରିବେଶ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ସାହୁଙ୍କ ସଂଯୋଜନାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଆଲୋଚନାଚକ୍ର ରେ ପୁର୍ବତନ ସାଂସଦ ତଥାଗତ ଶତପଥୀ, ଓଡ଼ିଶା ପୋଷ୍ଟର ସଂପାଦକ ଆଦ୍ୟାଶା ମହାପାତ୍ର, ପରିବେଶବିତ ସରୋଜ ସାହୁ, ହଳଧର ସୁତାର, ବି ଇ ଡି କଲେଜ ର ଅଧ୍ୟକ୍ଷା ପ୍ରଫେସର ସବିତା ଜେନା, ସି ଟି ସ୍କୁଲର ଅଧ୍ୟକ୍ଷ କାର୍ତିକେଶ୍ୱର ରାଉଳ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
Read More News
T & CPrivacy PolicyContact Us