Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ବ୍ଲକ ବିଭିନ୍ନ ସ୍ଥାନରେ ବୁଲି ଦେଖିଲେ ବିଧାୟକ୍ ଅଗ୍ର ପୂଜ୍ୟ ଗଜାନନ ଙ୍କ ପୂଜା ପାଳିତ l

Phulabani Town, Kandhamal | Aug 27, 2025
ଫିରିଙ୍ଗିଆ ବ୍ଲକ କୁ ଫୁଲବାଣୀ ବିଧାୟକ ଙ୍କ ଗସ୍ତ, ଏ ବୁଧବାର ଅପରାହ୍ନ ତିନି ଘଣ୍ଟିକା ସମୟରେ ବିଧାୟକ ଗସ୍ତ କରିଥିବା ବେଳେ ବିଭିନ୍ନ ଅଞ୍ଚଳର ବୁଲିବା ସହ ଗୁରୁପଡା ଠାରେ ହେଉଥିବା ଗଣେଶ ପୁଜା ମଣ୍ଡପ କୁ ଯାଇ ଗଣପତି ଭଗବାନ ଙ୍କ ଦର୍ଶନ କରିଛନ୍ତି, ବିଧାୟକ ଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ସ୍ୱାଗତ କରିବା ସହ ପାଛଟି ନେଇଛନ୍ତି
Read More News
T & CPrivacy PolicyContact Us