Download Now Banner

This browser does not support the video element.

ବଲାଙ୍ଗୀର: ଶିରାବାହାଲରେ ୧୮ ବର୍ଷ ଧରି ସାମୂହିକ ନୂଆଁଖାଇ, ସମାଜବାଦ ଓ ମାନବବାଦର ବାର୍ତ୍ତା

Balangir, Balangir | Aug 28, 2025
ଆଜି ଅପରାହ୍ନ 12ଟା 30ମିନିଟ ସମୟରେ ପୁଇଁତଲା ବ୍ଲକର ଶିରାବାହାଲ ଗ୍ରାମବାସୀ ୧୮ ବର୍ଷ ଧରି ସାମୂହିକ ନୂଆଁଖାଇ ପାଳନ କରି ସମାଜବାଦ ଓ ମାନବବାଦର ବାର୍ତ୍ତା ଦେଇଆସୁଛନ୍ତି। ଜାତି-ଧର୍ମ, ବର୍ଣ୍ଣ-ସମ୍ପ୍ରଦାୟରୁ ଉପରେ ଉଠି ସମସ୍ତେ ଗାଁ ମଝିରେ ବସି ନବାନ୍ନ ସେବନ କରନ୍ତି। ଗ୍ରାମଦେବୀ କନ୍ଧେନ ବୁଢ଼ୀଙ୍କୁ ପ୍ରଥମେ ନବାନ୍ନ ଅର୍ପଣ କରାଯାଇ ପରେ ଭୋଜି ଭାତ ଓ ସାମୂହିକ ଭେଟଘାଟ ହୁଏ। ଏହି ପରମ୍ପରା ଆଖପାଖ ଅଞ୍ଚଳର ପାଇଁ ପ୍ରେରଣା ସୃଷ୍ଟି କରିଛି।
Read More News
T & CPrivacy PolicyContact Us