Download Now Banner

This browser does not support the video element.

ମାଲକାନଗିରି: ବାଲିମେଳା ସହରର ଗୋପବନ୍ଧୁ ଛକ ଠାରେ ମଦ୍ୟ ପାନ କରି ଗାଡି ଚଳାଇ ୩ ଟି ବାଇକ କୁ ପିଟିଲା କାର ଚାଳକ : ୨ ଜଣ ବର୍ତ୍ତିଥିବା ବେଳେ ଜଣେ ଆହତ

Malkangiri, Malkangiri | Oct 1, 2025
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ଠାରେ ଆଜି ସକାଳ ୧୦ଟା ସମୟରେ ଏକ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରକୁ ଏକ ମାରୁତି ସୁଜୁଜି ଇକୋ କାର ଦ୍ରୁତ ଗତିରେ ଆସୁଥିବା ଦେଖି ଗୋପବନ୍ଧୁ ଛକ ନିକଟରେ ଛିଡା ହୋଇଥିବା କିଛି ଯୁବକ ଦଉଡି ଛତ୍ରଭଙ୍ଗ ଦେଇଥିଲେ। ତେବେ ୩ ଟି ବାଇକ ରାସ୍ତା କଡରେ ରହିଥିବା ବେଳେ ଗୋଟିଏ ବାଇକ ଉପରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବସି ରହିଥିବା ବେଳେ କାର ଚାଳକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ନେଇ ପିଟିଥିଲା। ପାଖରେ ଥିବା ଆଉ ୨ ବ୍ୟକ୍ତି ଘୁଞ୍ଚି ପଛକୁ ପଳାଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ
Read More News
T & CPrivacy PolicyContact Us