Install App
sukindakhabar
This browser does not support the video element.
ସୁକିନ୍ଦା: ପଳାସିଆରେ ବିପ୍ର ଚରଣ ପାତ୍ରଙ୍କ ଦେହାନ୍ତ ଖବର ପାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତନା ଦେଲେ ପହି
Sukinda, Jajpur | Sep 10, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋତପୁର ଗ୍ରାମପଞ୍ଚାୟତର ପଳାସିଆ ଗ୍ରାମର ବିପ୍ରଚରଣ ପାତ୍ରଙ୍କ ଦେହାନ୍ତ ଖବର ପାଇ ସ୍ମୃତିରେଖା ପହି ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇଥିବା ସହ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିବା ମଙ୍ଗଳବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!